Browsing Tag

potato egg cutlet

ଦିନକୁ କରନ୍ତୁ ଆହୁରି ସ୍ପେଶାଲ, ଆଜି ପ୍ରସ୍ତୁତ କରନ୍ତୁ ‘ଆଳୁ ଅଣ୍ଡା କଟଲେଟ’

ସବୁବେଳେ କିଛି ନୂଆ ଖାଇବାକୁ ଇଚ୍ଛା ହୋଇଥାଏ। ସବୁଦିନ ଗୋଟିଏ ପ୍ରକାର ଡିସ୍‌ ଖାଇଖାଇ ପାଟିର ସ୍ୱାଦ ବେକାର ହୋଇଗଲା ଭଳି ଲାଗିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ରେସିପି ଆଳୁ ‘ଅଣ୍ଡା କଟଲେଟ’। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ…