Browsing Tag

potato trader

ଅଢ଼େଇ ଲକ୍ଷ ଟଙ୍କା ଦେଇ BSNL ସିମ୍‌ କିଣିଲେ ଆଳୁ ବେପାରୀ, ଜାଣନ୍ତୁ ଏ ନମ୍ବରରେ ଏମିତି କ’ଣ ଅଛି

ସରକାରୀ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଏବେ ଘୋର ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହାର ୟୁଜର୍ସ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛନ୍ତି। କିନ୍ତୁ ଭିଆଇପି ନମ୍ବର ଯୋଗୁ ବିଏସ୍‌ଏନ୍‌ଏଲ୍‌ ସବୁବେଳେ ଲୋକଙ୍କ ଧ୍ୟାନ ଆକର୍ଷିତ କରିଥାଏ। ଏହି ଭିଆଇପି ନମ୍ବର ଯୋଗୁ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି…