ଛିଣ୍ଡା ଜୋତା କିମ୍ବା ଚପଲ କେବେ ବି ଘରେ ରଖନ୍ତୁ ନାହିଁ, ନଚେତ ହୋଇଯିବ ସର୍ବନାଶ
ମନୁଷ୍ଯ ଜୀବନରେ ବାସ୍ତୁ ଶାସ୍ତ୍ରର ବିଶେଷ ମହତ୍ତ୍ବ ରହିଥାଏ। ମନୁଷ୍ଯ ମଙ୍ଗଳ ଏବଂ ଅମଙ୍ଗଳ ଅନେକାଂଶ ବାସ୍ତୁ ଉପରେ ନିର୍ଭର କରିଥାଏ। କୁହାଯାଏ କୌଣସି ବ୍ଯକ୍ତି ଉପରେ ବାସ୍ତୁ ଦୋଷ ହୋଇଥାଏ, ତେବେ ଜୀବନରେ ଅନେକ ସମସ୍ଯା ଦେଖାଦିଏ। ବାସ୍ତୁ ନିୟମ ଦିଗ ଏବଂ ସୂର୍ଯ୍ଯଙ୍କ କିରଣ ଉପରେ ଆଧାରିତ…