Below header
Browsing Tag

pradeep panigrahi remand

କ୍ରାଇମବ୍ରାଞ୍ଚ ହେପାଜତରେ ପ୍ରଦୀପ ପାଣିଗ୍ରାହୀ: ଆଜି ରିମାଣ୍ଡର ଶେଷ ଦିନରେ ପୁଣି ଜେରା କରିବ ତଦନ୍ତକାରୀ ସଂସ୍ଥା

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ହେପାଜତରେ ପ୍ରଦୀପ ପାଣିଗ୍ରାହୀ । ଦୁଇ ଦିନିଆ ରିମାଣ୍ଡର ଦ୍ୱିତୀୟ ତଥା ଶେଷ ଦିନରେ ଗୋପାଳପୁର ବିଧାୟକଙ୍କୁ ପୁଣି ଜେରା କରିବ ତଦନ୍ତକାରୀ ସଂସ୍ଥା । ଗତକାଲି ଆକାଶ ପାଠକଙ୍କ ସହ ପ୍ରଦୀପଙ୍କୁ ସାମ୍ନାସାମ୍ନି ଜେରା କରାଯାଇଥିବା ସୂଚନା ମିଳିଛି । ତଦନ୍ତ ବେଳେ…

ରିମାଣ୍ଡରେ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଠକେଇ ଖୋଳତାଡ ନେଇ ଅଧିକ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ରିମାଣ୍ଡରେ ଗଲେ ପ୍ରଦୀପ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ୫ ଜଣିଆ ଟିମ୍‌ ପହଞ୍ଚି କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟକୁ ନେଇଛି। ଠକେଇ ଖୋଳତାଡ ନେଇ ତାଙ୍କୁ ଅଧିକ ପଚରାଉଚରା କରାଯିବ । ଆକାଶ…