Below header
Browsing Tag

prashant kishor

ନିଜର ଦଳ ଗଢ଼ିବେ ପ୍ରଶାନ୍ତ କିଶୋର, ଟ୍ଵିଟ୍‌ କରି ସୂଚନା ଦେଲେ ନିର୍ବାଚନ ରଣନୀତିକାର

କେନ୍ୟୁଜ୍(ବ୍ୟୁରୋ):ରଣନୀତିଜ୍ଞରୁ ରାଜନେତା ହେବେ ପ୍ରଶାନ୍ତ କିଶୋର। ଗଢ଼ିବେ ନିଜର ନୂଆ ରାଜନୈତିକ ଦଳ । ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ପ୍ରଶାନ୍ତ କିଶୋର। ଆସନ୍ତା ମାସରେ ଆରମ୍ଭ କରିବେ ରାଜନୈତିକ ଅଭିଯାନ। ଦୀର୍ଘଦିନର ଆଲୋଚନା ପରେ କଂଗ୍ରେସ ସହ ମୂଲଚାଲ ନ ଛିଣ୍ଡିବାରୁ ଏହି ଦଳରେ…

ସସ୍‌ପେନ୍ସ ଦୂର ହେଲା…କଂଗ୍ରେସରେ ସାମିଲ ହେବାକୁ ମନା କରିଦେଲେ ପ୍ରଶାନ୍ତ କିଶୋର, ଟ୍ଵିଟ୍‌ କରି କହିଲେ, ‘ଭଲ…

କଂଗ୍ରେସରେ ମିଶିବେ ନାହିଁ ପ୍ରଶାନ୍ତ କିଶୋର। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସ ଦଳରେ ସାମିଲ ହେବାକୁ ମନା କରି ଦେଇଛନ୍ତି। ସେ ନିଜେ ଏ ନେଇ ଟ୍ଵିଟ୍‌ କରି ଜଣାଇଛନ୍ତି। ଟ୍ଵିଟରରେ ସେ ଘୋଷଣା କରିଛନ୍ତି ଯେ ‘ମୁଁ EAG ରୂପେ ଦଳରେ ଯୋଗଦେବା ଏବଂ ନିର୍ବାଚନ ଦାୟିତ୍ୱ ଗ୍ରହଣ…

କ’ଣ କଂଗ୍ରେସକୁ ପୁନର୍ଜୀବିତ କରିବେ କି ପ୍ରଶାନ୍ତ…? ଦଳ ପାଇଁ କ’ଣ ରହିଛି ରଣନୀତି; ଆଜି ସୋନିଆଙ୍କ ସହ…

କ’ଣ କଂଗ୍ରେସର ‘ହାତ’ ଧରିବେ ପ୍ରଶାନ୍ତ କିଶୋର? କ’ଣ କଂଗ୍ରେସ ପ୍ରଶାନ୍ତ କିଶୋରଙ୍କ ଉପରେ ଭରସା କରିବ? ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କର ଦଳ ପାଇଁ କ’ଣ ରହିଛି ଯୋଜନା? ଏ ସବୁକିଛି ପ୍ରଶ୍ନ ଏବେ ରାଜନୀତିପ୍ରେମୀଙ୍କ ମୁହଁରେ। ପ୍ରକୃତ କଥା ହେଲା, କଠିନ ପରିସ୍ଥିତି ଦେଇ ଗତି…

କଂଗ୍ରେସର ବଳ ହେବେକି ପ୍ରଶାନ୍ତ କିଶୋର? ୩ ଦିନରେ ଦ୍ୱିତୀୟ ଥର ସୋନିଆଙ୍କୁ ଭେଟିଥିବାରୁ ଚାଲିଛି ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ): ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର । ୩ ଦିନରେ ଦ୍ୱିତୀୟ ଥର ଭେଟ । ସେ ଦଳରେ ଖୁବଶୀଘ୍ର ଯୋଗ ଦେଇପାରନ୍ତି । ପ୍ରଶାନ୍ତ କିଶୋର ଦେଇଥିବା ନୂଆ ରୋଡମ୍ୟାପ୍‌ ଉପରେ ଆଲୋଚନା କରିଛନ୍ତି ସୋନିଆ ଗାନ୍ଧୀ । ପ୍ରଶାନ୍ତ କିଶୋରଙ୍କ ରୋଡମ୍ୟାପକୁ ପରୀକ୍ଷା ନିରୀକ୍ଷା…

ମମତା ବାନାର୍ଜି ଓ ପ୍ରଶାନ୍ତ କିଶୋରଙ୍କ ଭିତରେ କଥାବାର୍ତ୍ତା, ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସ ପାଇଁ…

୨୦୨୧ରେ ପଶ୍ଚିମବଙ୍ଗଗରେ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଗତକାଲି ନିର୍ବାଚନ ସ୍ପେଶାଲିଷ୍ଟ ପ୍ରଶାନ୍ତ କିଶୋରଙ୍କ ସହ କଥାବାର୍ତ୍ତା କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପାଇଁ ପ୍ରଶାନ୍ତ କିଶୋର ଷ୍ଟ୍ରାଟେଜିଷ୍ଟ ଭାବେ କାମ କରିବେ।…