Below header
Browsing Tag

premananda das mohapatra

୪୮ ଘଣ୍ଟା ଭିତରେ ଡକାଡକି ହୋଇ ଚାଲିଗଲେ ସ୍ୱାମୀ-ସ୍ତ୍ରୀ, ସୁଭଦ୍ରାଙ୍କ ବାଡ଼ଗ୍ରାହୀ ପ୍ରେମାନନ୍ଦଙ୍କ ପତ୍ନୀ ବିୟୋଗ

ସ୍ୱାମୀଙ୍କ ପରେ ଚାଲିଗଲେ ସ୍ତ୍ରୀ। ମାତ୍ର ୨ ଦିନ ତଳେ କରୋନାରେ ଆଖି ବୁଜିଥିବା ଶ୍ରୀମନ୍ଦିରର ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ପତ୍ନୀ ବିନୋଦିନୀ ଦାସ ମହାପାତ୍ରଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ପରିବାର ତରଫରୁ ମିଳିଥିବା ସୂଚନା ମୁତାବକ…

କରୋନାରୁ ସୁସ୍ଥ ହେବା ପରେ ଚାଲିଗଲେ ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସମହାପାତ୍ର

କେନ୍ୟୁଜ୍(ବ୍ୟୁରୋ): ପରଲୋକରେ ବରିଷ୍ଠ ଦଇତା ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପ୍ରେମାନନ୍ଦ ଦାସମହାପାତ୍ର । ୬୫ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ  ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ତାଙ୍କର ମୃତ୍ୟୁହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା…