Below header
Browsing Tag

prisoner test positive

ଝାରସୁଗୁଡା ଉପ-କାରାଗାରରେ ୬୮ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡା: ଝାରସୁଗୁଡା ଉପ-କାରାଗାରରେ ୬୮ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ଚିହ୍ନଟ। ଝାରସୁଗୁଡ଼ା ଉପ-କାରାଗାରରେ ରହୁଥିବା ୨୮୨ ଜଣଙ୍କ ୪ ପର୍ଯ୍ଯାୟରେ ସ୍ୱାବ ସଂଗ୍ରହ କରାଯାଇଛି। ୧,୨,୫ ଓ ୬ ତାରିଖରେ ସମସ୍ତଙ୍କ ସ୍ୱାବ ସଂଗ୍ରହ ହୋଇଥିଲା । ତେବେ ୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାରୁ…

ବ୍ରହ୍ମପୁର ମଣ୍ଡଳ କାରାଗାରର ୪୬ କଏଦୀ ସଂକ୍ରମିତ

ବ୍ରହ୍ମପୁର : ରାଜ୍ୟର ବିଭିନ୍ନ ଜେଲ୍‌ରେ ବ୍ୟାପୁଛି କରୋନା। ବ୍ରହ୍ମପୁର ମଣ୍ଡଳ କାରାଗାରର ୪୬ କଏଦୀ ସଂକ୍ରମିତ। ସଂକ୍ରମିତଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି। ମୋଟ ୮୪ଜଣଙ୍କ ପରୀକ୍ଷା କରାଯାଇଥିଲା। ସମସ୍ତ ସଂକ୍ରମିତଙ୍କୁ କାରାଗାର ଭିତରେ ଥିବା କୋଭିଡ୍‌ କେୟାର ସେଣ୍ଟରରରେ ରଖାଯାଇଛି।…