Below header
Browsing Tag

private hospital

ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ପରେ ଘରୋଇ ହସ୍ପିଟାଲରେ ଉତ୍ତେଜନା, ମୃତଦେହ କିଏ ନେବ ତାହା ପୋଲିସ କହିବ

ଭୁବନେଶ୍ୱର (କେନ୍ୟୁଜ): ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ପରେ ଭୁବନେଶ୍ବର ଘରୋଇ ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା । ମୃତଦେହ କିଏ ନେବ ତାହା ପୋଲିସ ନିଷ୍ପତ୍ତି ନେବ । ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ମୃତଦେହ ହସ୍ତାନ୍ତର କରିବେ । ପୋଲିସ ଡିଏନଏ ଟେଷ୍ଟ ପାଇଁ କହିଲେ କରିବୁ ବୋଲି…

ଏବେ ମାତ୍ର ୨୨୫ ଟଙ୍କାରେ ନେଇପାରିବେ କୋଭିସିଲ୍ଡ ଓ କୋଭାକ୍ସିନ୍‌ର ବୁଷ୍ଟର ଡୋଜ୍‌, ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ: କୋଭିସିଲ୍ଡ ଭ୍ୟାକ୍‌ସିନ୍‌ର ବୁଷ୍ଟର ଡୋଜ୍‌ ପାଇଁ ଦେବାକୁ ପଡ଼ିବନି ୬୦୦ ଟଙ୍କା। ଏବେ ମାତ୍ର ୨୨୫ ଟଙ୍କା ଦେଇ ଲୋକମାନେ ବୁଷ୍ଟର ଡୋଜ୍‌ ନେଇପାରିବେ। ଶନିବାର ଦିନ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାଓ୍ଵାଲା ଘୋଷଣା କରିଛନ୍ତି ଯେ ପ୍ରାଇଭେଟ୍‌…

ଡାକ୍ତରମାନଙ୍କ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ, ଜାଣନ୍ତୁ କଣ ରହିଛି ନୂଆ ନିୟମ

କେନ୍ୟୁଜ୍(ବ୍ୟୁରୋ):  ଘରୋଇ ଡାକ୍ତରଖାନାର  ଡାକ୍ତରମାନଙ୍କ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ। ସବୁ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଗାଇଡ ଲାଇନ ମୁତାବକ ୧-ଘରୋଇ ଡାକ୍ତରଖାନାର ଡାକ୍ତରମାନେ ମାସ୍କ…

ଘରୋଇ ହସ୍ପିଟାଲଗୁଡ଼ିକୁ ଚେତାବନୀ ଦେଲେ ରାଜ୍ୟ ସରକାର,ସାଧାରଣ ରୋଗୀଙ୍କୁ ଚିକିତ୍ସା ନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ୍ (ବ୍ୟୁରୋ): ଘରୋଇ ହସ୍ପିଟାଲଗୁଡ଼ିକୁ ଚେତାବନୀ ଦେଲେ ରାଜ୍ୟ ସରକାର । ବିଭିନ୍ନ ଆଳ ଦେଖାଇ ରୋଗୀଙ୍କୁ ଚିକିତ୍ସା ନ କଲେ ଘରୋଇ ହସ୍ପିଟାଲ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଗୀତ ଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ…

ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାରଙ୍କ ତାଗିଦ, କରୋନା ଲକ୍ଷଣ ନଥିଲେ ଟେଷ୍ଟିଂ ପାଇଁ କରିପାରିବେ ନାହିଁ ବାଧ୍ୟ

ଭୁବନେଶ୍ବର: ଘରୋଇ ହସ୍ପଟାଲକୁ ରାଜ୍ୟ ସରକାରଙ୍କ ତାଗିଦ । କରୋନା ଲକ୍ଷଣ ନଥିଲେ ଟେଷ୍ଟିଂ ପାଇଁ ବାଧ୍ୟ କରିପାରିବେ ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ । ଡାଇଲେସିସ, କେମୋ ସମେତ ଗୁରୁତର ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ, କ୍ଲିନିକ୍‌ ଟେଷ୍ଟ ପାଇଁ ବାଧ୍ୟ କରୁଥିବାର ଅଭିଯୋଗ ପରେ ସ୍ୱାସ୍ଥ୍ୟ…