Below header
Browsing Tag

private institution

ଭୁବନେଶ୍ୱରରେ କାଲିଠାରୁ ସମସ୍ତ ଘରୋଇ ଟ୍ୟୁଟୋରିଆଲ ବନ୍ଦ, ପାର୍କ ଖୋଲା ରହିବ କିନ୍ତୁ ଓପନ ଏୟାର ଜିମ୍‌ ହେବ ବନ୍ଦ

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱରରେ କାଲିଠାରୁ ସମସ୍ତ ଘରୋଇ ଟ୍ୟୁଟୋରିଆଲ ବନ୍ଦ ରହିବ। ସମସ୍ତ ପାର୍କ ଖୋଲା ରହିବ କିନ୍ତୁ ଓପନ ଏୟାର ଜିମ୍‌ ବନ୍ଦ ରହିବ। ଘରୋଇ ହୋଟେଲଗୁଡିକ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍‌ ଜାରି ହୋଇଛି। ରୋଗୀଙ୍କୁ ନେଇ କରୋନା ସନ୍ଦେହ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ…