ଭୁବନେଶ୍ୱରରେ କାଲିଠାରୁ ସମସ୍ତ ଘରୋଇ ଟ୍ୟୁଟୋରିଆଲ ବନ୍ଦ, ପାର୍କ ଖୋଲା ରହିବ କିନ୍ତୁ ଓପନ ଏୟାର ଜିମ୍‌ ହେବ ବନ୍ଦ

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱରରେ କାଲିଠାରୁ ସମସ୍ତ ଘରୋଇ ଟ୍ୟୁଟୋରିଆଲ ବନ୍ଦ ରହିବ। ସମସ୍ତ ପାର୍କ ଖୋଲା ରହିବ କିନ୍ତୁ ଓପନ ଏୟାର ଜିମ୍‌ ବନ୍ଦ ରହିବ। ଘରୋଇ ହୋଟେଲଗୁଡିକ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍‌ ଜାରି ହୋଇଛି। ରୋଗୀଙ୍କୁ ନେଇ କରୋନା ସନ୍ଦେହ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍‌ସି, ବିଡିଏ ଓ ପୋଲିସ ଅଧିକାରୀଙ୍କୁ ନେଇ ତିନିଟି ଟିମ୍‌ ଗଠନ ହୋଇଛି। ଏହି ଟିମ୍‌ ହୋଟେଲ, ହସ୍ପିଟାଲ ଓ ଟ୍ୟୁଟୋରିଆଲରେ ନିଆଯାଇଥିବା ପଦକ୍ଷେପ ଅନୁଧ୍ୟାନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.