Browsing Tag

protest by jatt

ଫିଲ୍ମ ‘ପାନିପତ୍‌’କୁ ନେଇ ରାଜସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ, ଆଶୁତୋଷଙ୍କ କୁଶପୁତ୍ତଳିକା ଦାହ

ନିର୍ଦ୍ଦେଶକ ଆଶୁତୋଷ ଗ୍ଵାରିଓକରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପାନିପତ’ ରିଲିଜ ହୋଇଛି। ଫିଲ୍ମକୁ ପ୍ରଥମରୁ ମିଳିତ ପ୍ରତିକ୍ରିୟା ମିଳିବା ସହିତ ଠିକ୍‌ଠାକ୍‌ ଆରମ୍ଭ ହୋଇଥିଲା। ଏବେ ଏହି ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି। ଏହାକୁ ନେଇ ରାଜସ୍ଥାନର କିଛି ଭାଗରେ ବିରୋଧ କରାଯାଇଛି।…