Below header
Browsing Tag

pune night curfew

ପୁଣେରେ ନାଇଟ୍‌ କର୍ଫ୍ୟୁ: ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜରୁରୀ ସେବା ବ୍ୟତୀତ ସମସ୍ତ ଯାତାୟାତ ବନ୍ଦ

ପୁଣେ: କରୋନା ସଂକ୍ରମଣ ବଢୁଥିବାରୁ ଆଜିଠୁ ପୁଣେରେ ନାଇଟ୍‌ କର୍ଫ୍ୟୁ । ଆଜି ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ରହିବ । କେବଳ ଜରୁରୀ ସେବା ବ୍ୟତୀତ ଏହି ସମୟରେ ଅନ୍ୟ ସମସ୍ତ ଯାତାୟାତ ବନ୍ଦ ରହିବ । ସାଂସ୍କୃତିକ, ସାମାଜିକ ଓ ରାଜନୈତିକ ସମାବେଶ ଉପରେ ମଧ୍ୟ କଟକଣା…