Browsing Tag

punia questions selection process

ମୋତେ କାହିଁକି ନୁହେଁ ? ଖେଳରତ୍ନ ପୁରସ୍କାରକୁ ନେଇ ପ୍ରଶ୍ନ ଉଠାଇଲେ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ : ଜାତୀୟ କ୍ରୀଡା ପୁରସ୍କାର ଘୋଷଣା ହେଉ ହେଉ ବିବାଦ । ଚୟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ । ଚୂଡ଼ାନ୍ତ ତାଲିକାରୁ ସେ ବାଦ ପଡ଼ିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଚୟନ କମିଟି ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି । ଚଳିତ ବର୍ଷ ଜାକର୍ତ୍ତା…