Below header
Browsing Tag

punjilal

ଅବଧି ଶେଷ ହେବା ପରେ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

କେନ୍ୟୁଜ୍: ସରିଲା ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଅନ୍ତରୀଣ ଜାମିନ ଅବଧି। ଆଜି ଅବଧି ଶେଷ ହେବା ପରେ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। ପୁଞ୍ଜିଲାଲକୁ ପରେ ବଲାଙ୍ଗିର ଜେଲ୍‌କୁ ଅଣାଯିବ। ମାଆଙ୍କ ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ପାଇଁ ୪ଦିନ ଜାମିନ୍‌ରେ…

ବଲାଙ୍ଗିର ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ ମେହେର, ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଆଜିଠୁ ୪ ଦିନ ପାଇଁ…

ବଲାଙ୍ଗିର: ବଲାଙ୍ଗିର ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ ମେହେର । ମାଆଙ୍କ ଶୁଦ୍ଧି କ୍ରିୟା ପାଇଁ ପୁଞ୍ଚିଲାଲଙ୍କୁ ଜାମିନ୍‌ ମିଳିଛି । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ପୁଞ୍ଜିଲାଲଙ୍କୁ ୪ଦିନ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଥିଲେ ହାଇକୋର୍ଟ ।…

ଅରୁଣ ବୋଥ୍ରାଙ୍କୁ ଆଇନଗତ ନୋଟିସ ପଠାଇଲେ ପୁଞ୍ଜିଲାଲଙ୍କ ପତ୍ନୀ ସୌଦାମିନୀ ମେହେର, ୧୫ଦିନ ମଧ୍ୟରେ ନିଃସର୍ତ୍ତ…

ଭୁବନେଶ୍ବର: ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ ଆଇନଗତ ନୋଟିସ। ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମନୀ ମେହେର ନିଜ ଓକିଲ ମାଧ୍ୟମରେ ପଠାଇଛନ୍ତି ଏହି ନୋଟିସ। ଅରୁଣ ବୋଥ୍ରାଙ୍କୁ ପାଟଣାଗଡ଼ ସିନେମାର ପ୍ରମୋଟର ଭାବେ ଚିତ୍ରଣ କରିବା ସହ…

ପାରୋଲ ଆବେଦନ କରିବେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଜାଣନ୍ତୁ କାହିଁକି?

ପାଟଣାଗଡ଼: ପାରୋଲ ଆବେଦନ କରିବେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଗତକାଲି ପୁଞ୍ଜିଲାଲଙ୍କ ମାଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ତାଙ୍କ ମୃତଦେହରୁ ବଲାଙ୍ଗିର ମେଡିକାଲ ଶବାଗାରରେ ରଖାଯାଇଛି । ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ମାଙ୍କୁ ମୁଖାଗ୍ନି…

ପୁଞ୍ଜିଲାଲ ଜାମିନ ମାମଲା : ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ହାଇକୋର୍ଟରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲର ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ । ଅଧ୍ୟାପକରୁ ଅପରାଧୀ ପାଲଟିଥିବା ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗିର ଜେଲରେ ଅଛି । ୨୦୧୮ ଫେବ୍ରୁଆରୀ ୨୩ରେ ଉପହାର ପାର୍ସଲ ଖୋଲିବା ବେଳେ ବିସ୍ଫୋରଣରେ ନବବିବାହତି…