Browsing Tag

punjilal to transfer to balangir jail

ପୁଞ୍ଜିଲାଲ ଯିବ ବଲାଙ୍ଗିର ଜେଲ୍‌

ବଲାଙ୍ଗିର (କେ ନ୍ୟୁଜ୍‌) : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯିବ। ଏବେ ସେ ପାଟଣାଗଡ଼ ଜେଲରେ ରହୁଛି। ତାକୁ ସ୍ଥାନାନ୍ତର ନେଇ ନିର୍ଦ୍ଦେଶ ଦେଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ। ଜେଲ୍‌ ଅଧିକାରୀ ଓ କର୍ମଚାରୀ…