Below header
Browsing Tag

puri jagannath temple open

ଆଜିଠୁ ଆହୁରି ସହଜ ହେବ ଜଗା ଦର୍ଶନ, ବଡଦାଣ୍ଡରେ ଥିବା ୧କିଲୋମିଟର ବ୍ୟାରିକେଡକୁ ହଟାଇଲା ପ୍ରଶାସନ

ପୁରୀ: ଆଜିଠୁ ଆହୁରି ସହଜ ହେବ ଜଗା ଦର୍ଶନ। ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ବ୍ୟାରିକେଡକୁ ଛୋଟ କରାଯାଇଛି। ବଡଦାଣ୍ଡରେ ଥିବା ୧କିଲୋମିଟର ବ୍ୟାରିକେଡକୁ ପ୍ରଶାସନ ହଟାଇ ଦେଇଛି। ଆଜିଠାରୁ ମରିଚକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ…

ଦ୍ୱିତୀୟ ଦିନରେ ସୁରୁଖୁରୁରେ ଚାଲିଛି ଶ୍ରୀଜିଉଙ୍କ ଦର୍ଶନ, ୧୦ ମାସ ପରେ ବଡ଼ଠାକୁରଙ୍କୁ ଦେଖି ବିଭୋର ଭକ୍ତ

ପୁରୀ(କେ ନ୍ୟୁଜ): ଦ୍ୱିତୀୟ ଦିନରେ ସୁରୁଖୁରୁରେ ଚାଲିଛି ଶ୍ରୀଜିଉଙ୍କ ଦର୍ଶନ । ମାର୍କେଟ ଛକରୁ ଲାଇନ୍‌ରେ ଆସି ବ୍ୟାରିକେଡ୍‌ ଦେଇ ସମସ୍ତ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯାଉଛି । ହାତକୁ ସାନିଟାଇଜର କରି ଶ୍ରୀମନ୍ଦିର ଭିତରେ ପ୍ରବେଶ…

ଦୀର୍ଘ ୯ ମାସ ପରେ ହେଲା ଭକ୍ତ ଓ ଭଗବାନଙ୍କ ମିଳନ, ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ରାଜନଅର ଯାଏ ନିର୍ମାଣ ହୋଇଛି…

ପୁରୀ: ଖୋଲିଲା ଶ୍ରୀମନ୍ଦିର । ୯ ମାସ ପରେ ଭକ୍ତ ଓ ଭଗବାନଙ୍କ ହେଲା ମିଳନ । ପ୍ରଥମେ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରୁଛନ୍ତି। ଦୀର୍ଘ ମାସ ପରେ ଶ୍ରୀଜିଉଙ୍କୁ ଦର୍ଶନ କରି ଭାବବିହ୍ଵଳ ହୋଇପଡିଛନ୍ତି। ଆଜିଠୁ ୩ ଦିନ ଧରି ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବେ ।…