Below header
Browsing Tag

puri jagannath

ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ହରିବୋଲ, ଖଙ୍ଖ ଓ ଘଣ୍ଟ ଧ୍ୱନିରେ ମୁଖରିତ ହୋଇଉଠିଛି ଶରଧାବାଲି

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଜନ୍ମବେଦୀ ଛାଡ଼ି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ। ଶ୍ରୀଜିଉମାନଙ୍କୁ ନେବା ପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ତିନି ରଥ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ସମାପନ ହେବ। ହରିବୋଲ ଶବ୍ଦରେ କମ୍ପି ଉଠୁଛି…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମହାପ୍ରଭୁଙ୍କ ପାଦପଦ୍ମର ଚିହ୍ନ, ସତରେ କ’ଣ ଜଗା ଦେଖାଇଲା କି ମହିମା !

ପୁରୀ(କେନ୍ଯୁଜ୍): ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଜୁଆଲ୍ ଭାଇରାଲ ହୋଇଥାଏ । ସେସବୁ ଭିତରୁ କିଛିଟା ସତ ହୋଇଥାଏ ତ ଆଉ କିଛି ଗୁଜବ ଥାଏ । କିନ୍ତୁ ଭାଇରାଲ୍ ଭିଡିଓ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏସବୁ ଭିତରେ ଏମିତି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାର ସତ୍ଯାସତ୍ଯ…

ଅଣସର ଘରେ ମହାପ୍ରଭୁ: ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା ବଜାଇବା ନିଷିଦ୍ଧ କରାଯିବା ସହ ପଟିଦିଅଁଙ୍କୁ କରାଯାଉଛି ପୂଜାର୍ଚ୍ଚନା

ପୁରୀ: ଅତ୍ୟାଧିକ ସ୍ନାନ ହେତୁ ଅଣସର ଘରେ ରହି ଅସୁସ୍ଥତା ଭୋଗ କରୁଛନ୍ତି ମହାପ୍ରଭୁ । ଶ୍ରୀଅଙ୍ଗ ରକ୍ଷକ ଓ ଦଇତାପତିମାନେ ଏବେ ମହାପ୍ରଭୁଙ୍କ ସେବାରେ ଲାଗିପଡିଛନ୍ତି । ଗତକାଲି ମହାପ୍ରଭୁଙ୍କ ଓଦାଲୁଗା ଫିଟାଯିବା ପରେ ଆଜି ମହାପ୍ରଭୁଙ୍କ ଅନ୍ୟ ଗୁପ୍ତନୀତି କରାଯିବ । ଏବେ ଶ୍ରୀମନ୍ଦିରରେ…

ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା, ୨୧ଦିନ ଧରି ଚାଲିଥିବା ଚନ୍ଦନ ଯାତ୍ରାର ଅନ୍ତିମ ଦିନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା। ୨୧ଦିନ ଧରି ଚାଲିଥିବା ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା ଆଜି ଅନ୍ତିମ ଦିନ। ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଘେରା ଚନ୍ଦନ ପୁଷ୍କରଣୀକୁ ପ୍ରରିକ୍ରମା କରିବା ପରମ୍ପରା ରହିଛି। ଏହି ଯାତ୍ରା ଆଜି ମଧ୍ୟ…

ଆସନ୍ତା ୨୬ରେ ପବିତ୍ର ଅକ୍ଷୟ ତୃତୀୟା: ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ସରୋବରରୁ ବାହାର କରାଯାଇଛି…

ପୁରୀ: ଆସନ୍ତା ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନଠୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ନରେନ୍ଦ୍ର ସରୋବରରେ ନନ୍ଦା ଓ ଭଦ୍ରା ଚାପରେ ନୌକାବିହାର ସହ ଜଳକ୍ରୀଡ଼ା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଏଥିପାଇଁ ପୁଷ୍କରିଣୀରେ ଏକ ବର୍ଷ ହେବ ବୁଡ଼ି ରହିଥିବା…

ନୂଆବର୍ଷରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା, ପୋଲିସ ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ: ଦିନେ ପରେ ନୂଆବର୍ଷ । ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା ହେବ । ଏଥିପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ମୁତୟମ ରହିବେ ୬୫ ପ୍ଲାଟୁନ୍ ଫୋର୍ସ । ସୁବାସ ବୋଷ ଛକରୁ ଷ୍ଟର୍ଲିଂ ଛକ ଯାଏଁ ପୋଲିସର ଟ୍ରାଫିକ କଟକଣା…