Below header
Browsing Tag

puri nanda utsav

ଶ୍ରୀମନ୍ଦିରରେ ଚାଲିଛି ନନ୍ଦୋତ୍ସବ ନୀତି, ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ଦିଆଯିବ ନନ୍ଦରାଜାଙ୍କୁ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି। ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି ପାଳିତ ହେଉଛି। ମଙ୍ଗଳ ଆଳତୀ ସରିବା ପରେ ମହାଜନ ସେବାୟତ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ଏବଂ ଦକ୍ଷିଣ ଘରୁ ମଦନମୋହନ ଆସି ମଧ୍ୟ ଦୋଳିରେ ବିଜେ…

ଆଜି ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ: ମଙ୍ଗଳାଳତି ପରେ ଜଗମୋହନକୁ ଆସି ଦୋଳିରେ ଝୁଲିବେ ମଦନ ମୋହନ

ପୁରୀ(କେନ୍ଯୁଜ୍): ଆଜି ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ । ଗତକାଲି ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ପରେ ଆଜି ଉତ୍ସବ ମୁଖର ଶ୍ରୀମନ୍ଦିର । ରାମକୃଷ୍ଣ ଓ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଆଜି ମଙ୍ଗଳାଳତି ପରେ ଜଗମୋହନକୁ ଆସି ଦୋଳିରେ ଝୁଲିବାର ପରମ୍ପରା ରହିଛି । ମଙ୍ଗଳ ଆଳତି ପରେ ମହାଜନ…