Below header
Browsing Tag

puri wild life

ବାତ୍ୟା ନେଇ ସତର୍କତା ଜାରି କଲା ପୁରୀ ବନ୍ୟପ୍ରାଣୀ ବନଖଣ୍ଡ,ବାଲିଖଣ୍ଡ ଅଭୟାରଣ୍ୟରେ ଥିବା ପାଖାପାଖି ୪ହଜାର ହରିଣ…

ପୁରୀ(କେନ୍ୟୁଜ୍): ସମ୍ଭାବ୍ୟ ଫନି ବାତ୍ୟା ନେଇ ସତର୍କତା ଜାରି କଲା ପୁରୀ ବନ୍ୟପ୍ରାଣୀ ବନଖଣ୍ଡ। ବାଲୁଖଣ୍ଡରେ ଥିବା ଓ ମେରାଇନ ଡ୍ରାଇଭ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବୃକ୍ଷ ସବୁ ଉପୁ଼ଡ଼ି ଯିବା ଆଶଙ୍କା ରହିଛି। ଏଣୁ ଏହି ସମୟରେ କେହି କୋଠାଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।…