Browsing Tag

quarrel between two state for an infant

ଗୋଟିଏ ବର୍ଷର ଶିଶୁକୁ ନେଇ ଆନ୍ଧ୍ର-କେରଳ ମଧ୍ୟରେ ଲଢ଼େଇ, କିଡନାପ ରୁ ଡିଏନଏ ଟେଷ୍ଟ ଯାଏ ପହଞ୍ଚିଛି ମାମଲା

ତିରୁଓ୍ଵନନ୍ତପୁରମ୍‌ : କେରଳରେ ଏବେ ନିକଟରେ ଏକ ଶିଶୁର ଲାଳନ ପାଳନକୁ ନେଇ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି । ଏହି ଶିଶୁକୁ ଆନ୍ଧ୍ର ପ୍ରଦେଶର ଏକ ଦମ୍ପତ୍ତି ପୋଷ୍ୟ ରୁପେ ଗ୍ରହଣ କରିଥିଲେ । ଏବଂ ଏହାର ଲାଳନ ପାଳନ ୧ ବର୍ଷ ହେବ କରି ଆସୁଛନ୍ତି । ହେଲେ ଏବେ କେରଳ ରାଜ୍ୟ ବାଳ କଲ୍ୟାଣ…