Below header
Browsing Tag

rabi mishra passes away

ସୁଟିଂ ସେଟରେ ହୃଦଘାତର କରୁଥିଲେ ଅଭିନୟ, କିନ୍ତୁ ସତରେ ହୋଇଗଲା ହାର୍ଟଷ୍ଟ୍ରୋକ୍‌

ସୁଟିଂ ଚାଲିଥିଲା । ଅଭିନୟରେ ମଜ୍ଜି ଯାଇଥିଲେ ସେ । ସିନ୍‌ ଥିଲା ଧାରାବାହିକର ହିରୋଙ୍କୁ କହୁଛନ୍ତି ମୋତେ ହାର୍ଟଷ୍ଟ୍ରୋକ୍‌ ହୋଇଗଲା ବୋଲି । ଛାତିକୁ ଜାବୁଡ଼ି ଧରି ଅଭିନୟ କରୁଥିଲେ । ହେଲେ ସେଇଠି ହୋଇଗଲା ସତ ସତିକା ହାର୍ଟଷ୍ଟ୍ରୋକ୍‌ । ଇଏ ହେଉଛି ଓଲିଉଡ୍‌ର ବରିଷ୍ଠ ଅଭିନେତା ରବି…

ବର୍ଷୀୟାନ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ୬୪ବର୍ଷ ବୟସରେ ପରଲୋକ

ଭୁବନେଶ୍ବର: ବର୍ଷୀୟାନ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା। ଅନେକ ଟିଭି ସିରିଏଲ ଓ ମଞ୍ଚରେ ଅଭିନୟ କରିଥିଲେ । ‘ଗୋପାଳ ରହସ୍ୟ’ର ମୁଖ୍ୟ ଚରିତ୍ରରେ  ତାଙ୍କ ଅଭିନୟ…