Below header
Browsing Tag

Rafael deal

ଆସନ୍ତା ୮ ତାରିଖ ବିଜୟା ଦଶମୀରେ ଭାରତକୁ ପ୍ରଥମ ରାଫେଲ ଯୁଦ୍ଧ ବିମାନ ହସ୍ତାନ୍ତର କରିବ ଫ୍ରାନ୍‌ସ, ଶସ୍ତ୍ର ପୂଜା ଲାଗି…

ଅକ୍ଟୋବର ୮। ବିଜୟା ଦଶମୀ। ରାବଣ ପୋଡି ଉତ୍ସବ। ଅସତ୍ୟ ଉପରେ ସତ୍ୟର ହେବ ଜୟ। ଏହି ସମୟରେ ଭାରତକୁ ମିଳିବ ଶତ୍ରୁକୁ ଧ୍ୱଂସ କରିବାକୁ ଥିବା ବିମାନ ରାଫେଲ। ଆଠ ତାରିଖ, ଦଶହରା ସହ ଏୟାର ପୋର୍ସ ଡେ। ଏହି ସୟମରେ ସ୍ୱତନ୍ତ୍ର ଉତ୍ସବରେ ଫ୍ରାନ୍‌ସରେ ଭାରତକୁ ହସ୍ତାନ୍ତର ହେବ ପ୍ରଥମ ରାଫେଲ ବିମାନ।…

ଶସ୍ତାରେ ରାଫେଲ ଚୁକ୍ତି କରିଛନ୍ତି ମୋଦି ସରକାର : ସିଏଜି ରିପୋର୍ଟ

ନୂଆଦିଲ୍ଲୀ : ଶସ୍ତାରେ ରାଫେଲ ଚୁକ୍ତି କରିଛନ୍ତି ମୋଦି ସରକାର। ମନମୋହନ ସିଂ ସରକାର ସମୟରେ ହୋଇଥିବା ଡିଲ୍‌ ଅପେକ୍ଷା ଏନଡ଼ିଏ ସରକାରଙ୍କ ଚୁକ୍ତି ୨.୮୬ ପ୍ରତିଶତ ଶସ୍ତା । ଏହାଦ୍ୱାରା ଦେଶର ୧୭.୦୮ ପ୍ରତିଶତ ଟଙ୍କା ସଞ୍ଚୟ ହୋଇ ପାରିଛି। ରାଜ୍ୟସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରୁ ଏହି ତଥ୍ୟ…