Below header
Browsing Tag

rahul gandhi target bjp

ବିଜେପି ଉପରେ ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି , କହିଲେ ଗରିବଙ୍କ ପାଇଁ କିଛି କରିନାହାନ୍ତି କେନ୍ଦ୍ର ସରକାର

ଦିଲ୍ଲୀ(କେନ୍ୟୁଜ୍) : ବିଜେପି ଉପରେ ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏନ୍‌ଡିଏ ସରକାର କେବଳ ଧନୀ ଲୋକଙ୍କ ଋଣ ଛାଡ କରୁଛନ୍ତି । ୪ ବର୍ଷ ମଧ୍ୟରେ ଗୋଟିଏ ବି କୃଷକଙ୍କ ଋଣ ଛାଡ କରିନାହାନ୍ତି । ଗରିବଙ୍କ ପାଇଁ କିଛି କରିନାହାନ୍ତି କେନ୍ଦ୍ର ସରକାର । କିନ୍ତୁ ତିନି ରାଜ୍ୟରେ…