Below header
Browsing Tag

railways cancelled

କରୋନା ପରେ ଏବେ କୁହୁଡ଼ି ରୋକିଲା ଟ୍ରେନ୍‌, ୧ ଫେବ୍ରୁଆରୀ ଯାଏଁ ରଦ୍ଦ ହେଲା ୧୦ରୁ ଅଧିକ ଏକ୍ସପ୍ରେସ୍‌

କରୋନା ପରେ ଏବେ ରେଳ ଚଳାଚଳ ପାଇଁ ବାଧକ ସାଜିଛି କୁହୁଡ଼ି। ପ୍ରବଳ କୁହୁଡ଼ି ଯୋଗୁ ରେଳ ମନ୍ତ୍ରାଳୟ ୧୦ଟି ଏକ୍ସପ୍ରେସ ଟ୍ରେନ୍‌କୁ ଫେବ୍ରୁଆରୀ ୧ ଯାଏଁ ଅସ୍ଥାୟୀ କିମ୍ବା ଆଶିଂକ ଭାବେ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁହୁଡ଼ି ଯୋଗୁ କେତେକ ଟ୍ରେନ୍‌ର ରୁଟ୍‌ରେ ବି କିଛିଟା ପରିବର୍ତ୍ତନ…