Below header
Browsing Tag

rain scarcity

ମୌସୁମୀ ଆସିବା ପରେ ଏହି ବର୍ଷା ଜୁଲାଇ ମାସର ସର୍ବାଧିକ ବର୍ଷା

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ବଡ ବର୍ଷା। ମୌସୁମୀ ଆସିବା ପରେ ଏହି ବର୍ଷା ଜୁଲାଇ ମାସର ସର୍ବାଧିକ ବର୍ଷା । କାଲି ଠୁ ବଦଳିବ ପାଗ ,କମିବ ବର୍ଷା ବଢିବ ଗୁଳୁଗୁଳି । ଗଭୀର ଅବପାତ ପ୍ରଭାବରେ ବିଗତ ୨୪ ଘଣ୍ଟାରେ ସାରା ରାଜ୍ୟ ରେ ବିସ୍ତୃତ ବର୍ଷା ଦେଖିବକୁ ମିଳିଛି l ଆଭ୍ୟନ୍ତରୀଣ ଓଡିଶା ସମେତ…

ବିଲ ଫାଟି ଆଁ କଲାଣି: ପାଣିପାଗ ବିଭାଗ କହିଛି ସେପ୍ଟେମ୍ବର ମାସରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ

କେନ୍ୟୁଜ୍(ବ୍ୟୁରୋ): ସେପ୍ଟେମ୍ବର ମାସରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ୧୧୦ ପ୍ରତିଶତରୁ ଅଧିକ ଦୀର୍ଘ କାଳୀନ ହାରାହାରି ବର୍ଷା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୧୯୬୧ରୁ ୨୦୧୦ ମଧ୍ୟରେ ସେପ୍ଟେମ୍ବରରେ ଦୀର୍ଘ କାଳୀନ ହାରାହାରି ବର୍ଷା ପରିମାଣ ୧୭୦ ମିଲିମିଟିର ରହୁଛି।…

ଶ୍ରାବଣ ଗଲା ହେଲେ ଆକାଶରୁ ଝରିଲାନି ବର୍ଷା: ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ରେକର୍ଡ

ଭୁବନେଶ୍ବର(କେନ୍ଯୁଜ୍): ଶ୍ରାବଣ ଗଲା । ଆକାଶରୁ ଝରିଲାନି ବର୍ଷା । ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ । ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ୯୦ ପ୍ରତିଶତ ଜିଲ୍ଲାରେ ବର୍ଷା ସ୍ୱାଭାବିକଠାରୁ କମ୍‌ ରହିଛି। ଜୁନରୁ ଆଜି ସୁଦ୍ଧା ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍‌ ବର୍ଷା ହୋଇଛି…

ଅସ୍ତବ୍ୟସ୍ତ ଜୀବନ: ଠିକ୍‌ ସମୟରେ ମୌସୁମୀ ଆସିଥିଲେ ବି ବର୍ଷା ଉଭାନ୍‌, ପାଣିପାଗ ମାନଚିତ୍ରରେ ରେଡ୍ ଜୋନରେ ୨୧ ଜିଲ୍ଲା

ଭୁବନେଶ୍ବର(କେନ୍ଯୁଜ୍): ବର୍ଷା ଉଭାନ୍‌, ଅସ୍ତବ୍ୟସ୍ତ ଜୀବନ । ଠିକ୍‌ ସମୟରେ ମୌସୁମୀ ଆସିଥିଲା ହେଲେ ଜୁଲାଇ-ଅଗଷ୍ଟରେ ହଜିଗଲା। ରାଜ୍ୟରେ ଜୁନ ୧ରୁ ଅଗଷ୍ଟ ୮ ଭିତରେ, ସ୍ୱାଭାବିକଠାରୁ ୨୮ ପ୍ରତିଶତ କମ୍‌ ବର୍ଷା ହୋଇଛି । ପାଣିପାଗ ମାନଚିତ୍ରରେ ରେଡ ଜୋନରେ ୨୧ ଜିଲ୍ଲା । ଏସବୁ ଜିଲ୍ଲାରେ…