Below header
Browsing Tag

raja acharya

ଝାରପଡା ଜେଲରୁ ବାହାରିଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ, ୧୪ ମାସ ପରେ ମିଳିଲା ଜାମିନ୍‌

ଭୁବନେଶ୍ବର(କେନ୍ଯୁଜ୍): ଝାରପଡା ଜେଲରୁ ବାହାରିଲା ଗ୍ୟାଙ୍ଗଷ୍ଟର। ୧୪ ମାସ ପରେ ଜାମିନ୍‌ ପାଇଲେ ରାଜା ଆଚାର୍ଯ୍ୟ। ଦାଦା ବଟି ମାଗିବା ନେଇ ଗିରଫ କରିଥିଲା କ୍ୟାପିଟାଲ୍‌ ଥାନା ପୋଲିସ। ଗିରଫ ପରେ ରାଜା ନାଁରେ NSA ଲଗାଇଥିଲା ପୋଲିସ। ଦାଦାବଟି ମାଗିବା ଅଭିଯୋଗରେ ରାଜା ସହ ତାର ୨…

ଦାଦାବଟି ମାଗିବା ଅଭିଯୋଗରେ ପୁଣି ଥରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱ: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ । ଦାଦାବଟି ମାଗିବା ଅଭିଯୋଗରେ ପୁଣି ଥରେ ଗିରଫ ହୋଇଛି ରାଜା ଆଚାର୍ଯ୍ୟ । କ୍ୟାପିଟାଲ ଥାନା ପୋଲିସ ତାକୁ ଗିରଫ କରିଛି । ଭୁବନେଶ୍ୱର ୟୁନିଟ ଓ୍ଵାନ୍‌ ଅଞ୍ଚଳରୁ ୨୦ ହଜାର ଟଙ୍କା ଦାଦାବଟି ମାଗୁଥିବା ବେଳେ ଗିରଫ କରିଛି ପୋଲିସ । ପୂର୍ବରୁ…