ଭୁବନେଶ୍ବର(କେନ୍ଯୁଜ୍): ଝାରପଡା ଜେଲରୁ ବାହାରିଲା ଗ୍ୟାଙ୍ଗଷ୍ଟର। ୧୪ ମାସ ପରେ ଜାମିନ୍ ପାଇଲେ ରାଜା ଆଚାର୍ଯ୍ୟ। ଦାଦା ବଟି ମାଗିବା ନେଇ ଗିରଫ କରିଥିଲା କ୍ୟାପିଟାଲ୍ ଥାନା ପୋଲିସ। ଗିରଫ ପରେ ରାଜା ନାଁରେ NSA ଲଗାଇଥିଲା ପୋଲିସ।
ଦାଦାବଟି ମାଗିବା ଅଭିଯୋଗରେ ରାଜା ସହ ତାର ୨ ସହଯୋଗୀଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍ରେ ଥିଲେ। କୋର୍ଟରୁ ସର୍ତ୍ତମୂଳକ ଜାମିନ୍ ପାଇବା ପରେ ଜେଲ୍ରୁ ବାହାରିଛନ୍ତି ରାଜା।