Below header
Browsing Tag

raja sankranti

ରଜରେ ଲାଗିଲା କରୋନା ଗ୍ରହଣ, ମାସ୍କ ପିନ୍ଧି ରଜ ସଂକ୍ରାନ୍ତି ପାଳୁଛନ୍ତି ପିଲା

ଆଜି ରଜ ସଂକ୍ରାନ୍ତି । ଗାଁଠୁ ସହର ସବୁଠି ମଉଜ । କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁ ଟିକେ ଫିକା ପଡ଼ିଛି ରଜ ପର୍ବ । ଗାଁ ଗହଳିରେ ନାହିଁ ପୂର୍ବ ବର୍ଷ ଭଳି ମାହୋଲ । କିନ୍ତୁ ପରମ୍ପରା ଅନୁସାରେ ଝିଅ ବୋହୂମାନେ ସକାଳୁ ସକାଳୁ ପିଠାପଣା କରିବା ସହ ରଜ ଦୋଳିର ମଜା ନେଉଛନ୍ତି । ଘର ଭିତରେ…

ଗାଁଠୁ ନେଇ ସହର ସବୁଠି ବେଶ ଧୂମ ଧାମରେ ପାଳନ ହେଉଛି ରଜ ସଂକ୍ରାନ୍ତି

ଘଟଗାଁ(କେନ୍ୟୁଜ୍): ଭାରତୀୟ ସଂସ୍କୃତିରେ ପୁରପଲ୍ଲୀର ପର୍ବପର୍ବାଣୀ ଗୁଡିକ ଗୁରୁତ୍ୱ ବହନ କରିଥାଏ । ବିଶେଷ କରି ଆମ ପରମ୍ପରାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ସେଥି ମଧ୍ୟରୁ ଓଡିଆ ମାନଙ୍କର ରଜ ପର୍ବ ଏକ ଶ୍ରେଷ୍ଠ ପର୍ବ ଭାବେ ପରିଚିତ । ଏହି ରଜ ପର୍ବ ଗାଁଠୁ ନେଇ ସହର ସବୁଠି…