Below header
Browsing Tag

rajeev kapoor

୩୧ ବର୍ଷ ପରେ ପରଦାରେ ଦେଖା ଦେବେ ଏହି ଦିବଙ୍ଗତ ଅଭିନେତା, ଅଭିନୟ ଦେଖି ସମସ୍ତେ ହୋଇଯିବେ କାବା

ଅଭିନେତା ରାଜୀବ କପୁରଙ୍କ ନିଧନ ଦୁଇ ଦିନ ତଳେ ହୋଇଯାଇଛି । ୧୯୯୦ ରେ ‘ଜିମ୍ମେଦାର’ ଫିଲ୍ମରେ ସେ ଶେଷ ଥର ପାଇଁ ଅଭିନୟ କରିଥିଲେ । ତା’ପରେ ସେ ଅଭିନୟ ଛାଡ଼ି ଫିଲ୍ମ ନିର୍ମାଣରେ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ନିର୍ଦ୍ଦେଶକ ଆଶୁତୋଷ ଗୋବାରିକରଙ୍କ ଫିଲ୍ମ ‘ତୁଲସିଦାସ ଜୁନିୟର’ ରେ ପ୍ରାୟ…