Browsing Tag

Rajkummar Rao Patralekhaa Wedding

ବିବାହ ବନ୍ଧନରେ ବାନ୍ଧି ହେଲେ ରାଜକୁମାର ଓ ପତ୍ରଲେଖା: ସ୍ୱାମୀଙ୍କ ପାଇଁ ଓଢଣୀରେ ଲେଖିଲେ ପ୍ରତିଶ୍ରୁତି, ଫଟୋ ଭାଇରଲ

ବଲିଉଡ ଅଭିନେତା ରାଜକୁମାର ରାଓ ଓ ପତ୍ରଲେଖା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୧୫ ନଭେମ୍ବରକୁ ଏହି ଯୋଡି ଚଣ୍ଡୀଗଡର ସୁଖବିଳାସରେ ବାହାଘର ହୋଇଛି।ପରିବାର ଏବଂ କିଛି ବନ୍ଧୁଙ୍କ ଉପସ୍ଥିତିରେ ଜନ୍ମ ଜନ୍ମ ପାଇଁ ପତ୍ରଲେଖାଙ୍କ ହାତ ଧରିଛନ୍ତି ଅଭିନେତା ରାଜକୁମାର ରାଓ। ପତ୍ରଲେଖା…