Browsing Tag

rakhis

ପନିପରିବା ମଞ୍ଜିରୁ ‘ଇକୋ ଫ୍ରେଣ୍ଡଲି ରାଖୀ’ ତିଆରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ ଏହି ମହିଳାମାନେ

ଆଉ କିଛି ଦିନ ପରେ ପଡିବ ଭଉଣୀ-ଭାଇ ବନ୍ଧନର ପବିତ୍ର ପର୍ବ 'ରାଖୀ ପୂର୍ଣ୍ଣିମା'। ଏଥିପାଇଁ ରାଖୀ ବଜାରରେ ଭିଡ଼ ଜମିଥାଏ । ତେଣୁ ପ୍ରତିବର୍ଷ ବଜାରକୁ ବିଭିନ୍ନ ପ୍ରକାରର ଚାଇନା ରାଖୀ ଆସିଥାଏ । କିଏ ଘରେ ବସି ନିଜ ଭାଇ ପାଇଁ ରାଖୀ ତିଆରି କରୁଛି ତ ଆଉ କିଏ ରାଖୀ ତିଆରି କରି ଇ-କମର୍ସରେ…