Below header
Browsing Tag

ramadevi womens university

ରମାଦେବୀ ବିଶ୍ବବିଦ୍ୟାଳୟ ବାହାରେ ଛାତ୍ରୀଙ୍କ ବିକ୍ଷୋଭ, ଖରା ପାଇଁ +୩ ଦ୍ୱିତୀୟ ବର୍ଷ ପରୀକ୍ଷା ଘୁଞ୍ଚାଇବାକୁ ଦାବି

ଭୁବନେଶ୍ୱର (କେନ୍ୟୁଜ): ବଢି ଚାଲିଛି ତାତି ପରୀକ୍ଷା ଦେବୁ କେମିତି ? ସ୍ଲୋଗାନ ଦେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଗେଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରୀ । ଯୁକ୍ତ ୩ ୨ୟ ବର୍ଷର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରୁଛନ୍ତି ଛାତ୍ରୀ । ଆସନ୍ତା ୩୦ ରୁ ୧୮…