Below header
Browsing Tag

ramchandani

ଗରିବଙ୍କ ପାଇଁ ଜୀବନ୍ତ ଭଗବାନ ସାଜିଛନ୍ତି ଡାକ୍ତର ରାମଚନ୍ଦାନୀ, ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ନିଜ ପକେଟରୁ ଖର୍ଚ୍ଚ…

ସମ୍ବଲପୁର(କେନ୍ୟୁଜ୍):  କରୋନା ରୋଗୀଙ୍କ ପାଇଁ ଏବେ କାଳ ହୋଇଛି ବ୍ଲାକ ଫଙ୍ଗସ। ଏହି ରୋଗ ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ଔଷଧ ନାହିଁ।  ଏଭଳି ସମୟରେ ଭୀମସାରର ଜଣେ ଡାକ୍ତର ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ବ୍ଲାକ ଫଙ୍ଗସ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ଜଣେ ଗରିବ ରୋଗୀଙ୍କ ଜୀବନ…

ମାତ୍ର ଏକଟଙ୍କାରେ ମିଳୁଛି ଚିକିତ୍ସା, ଓ୍ଵାନ ରୁପି କ୍ଲିନିକ ଖୋଲି ରୋଗୀ ସେବା କରୁଛନ୍ତି ଡାକ୍ତର ରାମଚନ୍ଦାନୀ

ଓ୍ଵାନ ରୁପି କ୍ଲିନିକ। ହଁ ମାତ୍ର ଟଙ୍କାଟେରେ ହେଉଛି ଡାକ୍ତର ଦେଖା। ଆଜିର ମହଙ୍ଗା ଯୁଗରେ ଟଙ୍କିକିଆ କ୍ଲିନିକ ଖୋଲି ରୋଗୀ ଦେଖୁଛନ୍ତି ଜଣେ ଡାକ୍ତା। ଆଜିର ସମାଜରେ ସ୍ୱାସ୍ଥ୍ୟ ସେବା ବହୁ ବ୍ୟୟ ବହୁଳ ହୋଇଯାଇଛି। ସରକାରୀ ସ୍ୱାସ୍ଥ୍ୟ ସେବାକୁ ପ୍ରାୟତଃ ଲୋକ ସବୁବେଳେ ପସନ୍ଦ କରୁନଥିବା ବେଳେ…

ପୁଣି ଚର୍ଚ୍ଚାରେ ଡାକ୍ତର ରାମଚନ୍ଦାନୀ, ପାରାକୁଏଟ ଲଟାମରା ଔଷଧକୁ ବ୍ୟାନ ପାଇଁ ଅନଶନ

ସମ୍ବଲପୁର ; ପୁଣି ଚର୍ଚ୍ଚାରେ ବୁର୍ଲା ଭିମସାରର ସିନିୟର ରେସିଡାଣ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ ସହ ଚାରି ଜଣ ଡାକ୍ତର ରୋଗୀଙ୍କ ପାଇଁ ଅନଶନରେ ରହି କାର୍ଯ୍ୟରେ ଯୋଗ ଦେଇଛନ୍ତି। ପାରାକୁଏଟ ଲଟାମରା ଔଷଧକୁ ଖାଇ ଚାଷୀ ଆତ୍ମହତ୍ୟା କରୁଛନ୍ତି । ପାରାକୁଏଟ ଖାଇଥିବା ଚାଷୀଙ୍କୁ ବଂଚାଇବା କଷ୍ଟକର…