Browsing Tag

ranger killed by maoists

ବର୍ବରତାର ନମୂନା : ଭେରମଗଡରେ ରେଞ୍ଜରଙ୍କ ଗଳାକାଟିଲେ ମାଓବାଦୀ, ଘଟଣାର ତଦନ୍ତ ଆରମ୍ଭ

ମାଲକାନଗିରି (କେନ୍ୟୁଜ୍‌) : ଛତିଶଗଡ଼ ସୀମାନ୍ତରେ ଆଜି ବର୍ବରତାର ସମସ୍ତ ସୀମା ପାର୍‌ କରିଛନ୍ତି ମାଓବାଦୀ । ଜଣେ ରେଞ୍ଜରଙ୍କ ଗଳା କାଟି ରାସ୍ତାରେ ଫିଙ୍ଗି ଦେଇଛନ୍ତି । ତେବେ ସାଙ୍ଗରେ ଥିବା ଅନ୍ୟ ଦୁଇ କର୍ମଚାରୀ ମାଓବାଦୀଙ୍କୁ ଦେଖି ଭୟରେ ଦୈାଡ଼ି ପଳାଇଯାଇଥିବା ଜଣାଯାଇଛି । ସୂଚନା…