Below header
Browsing Tag

Raphael Samuel

ମୋତେ ଜନ୍ମ ପାଇଁ ନେଇନଥିଲେ ଅନୁମତି . . . ରାଗିକି ନିଜ ବାପା – ମା’ଙ୍କ ବିରୋଧରେ କେସ୍ କରିଛନ୍ତି ଏହି ଯୁବକ

ଦୁନିଆ ଆଉ ନିଜ ଜୀବନ ପ୍ରତି ବିତୃଷ୍ଣା ଭାବ ରଖିଥିବା ଲୋକଙ୍କ ସହ ଆପଣ ନିଶ୍ଚୟ ଭେଟିଥିବେ । ଏଭଳି ଲୋକମାନଙ୍କ ମଧ୍ୟରୁ କିଛି ଡିପ୍ରେସନ୍ ଚାଲିଯାଆନ୍ତି କିଛି ଆତ୍ମହତ୍ୟାର ପନ୍ଥା ଆପଣାଇଥାନ୍ତି । ହେଲେ ଏନେଇ ନିଜ ବାପା ମାଙ୍କ ଉପରେ ମାମଲା ରୁଜୁ କରିବା ଘଟଣା କେବେ ଶୁଣିଛନ୍ତି । କାହିଁକି…