Below header
Browsing Tag

ration problem

କଣ ଆପଣଙ୍କୁ ଠିକଠାକ୍‌ ମିଳୁନି ରାସନ୍‌ ! ତେବେ ବ୍ୟସ୍ତ ନ ହୋଇ ତୁରନ୍ତ କରନ୍ତୁ ଅଭିଯୋଗ, ମାତ୍ର ଗୋଟିଏ କଲରେ ଆପଣଙ୍କ…

କରୋନାର ନୂଆ ନୂଆ ଭେରିୟଣ୍ଟ ଏବଂ ଲକଡାଉନ ଭିତରେ ଲୋକଙ୍କ ଅଭାବ ଅସୁବିଧାକୁ ଧ୍ୟାନରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ଲୋକଙ୍କୁ ମିଳୁଛି ମାଗଣା ରାସନ୍‌ ସାମଗ୍ରୀ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଥିବା ରାସନ କାର୍ଡରେ ଉପଭୋକ୍ତାଙ୍କୁ ମାଗଣାରେ ଦିଆଯାଉଛି ରାସନ୍‌ । ଏଥିରେ ଲୋକଙ୍କୁ…

ଚାନ୍ଦବାଲି ଖଟୁଆପାଟଣା ଗାଁରେ ହିତାଧିକାରୀଙ୍କୁ ସଠିକ ପରିମାଣରେ ଖାଉଟି ସାମଗ୍ରୀ ଦିଆଯାଉନଥିବା ଅଭିଯୋଗ, ସମସ୍ଯାର…

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତ ଖଟୁଆପାଟଣା ଗାଁରେ କିଛି ହିତାଧିକାରୀଙ୍କୁ ସ୍ଥାନୀୟ ଡିଲର ଜାଣିଶୁଣି ହଇରାଣ କରିବା ସହ ସେମାନଙ୍କୁ ସଠିକ ପରିମାଣରେ ଖାଉଟି ସାମଗ୍ରୀ ଦିଆଯାଉନଥିବା ଅଭିଯୋଗ । ତାହାସହ ସରକାର ୧ଟଙ୍କାରେ ଚାଉଳ ପ୍ରଦାନ କରୁଥୁବା ବେଳେ…