Browsing Tag

realme c25y

ଭାରତରେ ଲଞ୍ଚ ହେଲା ରିଏଲମି C 25Y, ରହିଛି ଦମଦାର ଫିଚର ସହ ଆକର୍ଷଣୀୟ ଲୁକ୍‌

ଦେଶର ଅନ୍ୟତମ ସ୍ମାର୍ଟ ଫୋନ ବିକ୍ରେତା କମ୍ପାନୀ ରିଏଲମି ଆଉ ଏକ ଦମଦାର ମୋବାଇଲ ଫୋନ୍‌ର ଭାରତ ପ୍ରବେଶ କରାଇଛି । ରିଏଲମି C25Y ମଡେଲ ମୋବାଇଲ ଲଞ୍ଚ କରିଛି କମ୍ପାନୀ । ଏହି ଫୋନରେ ଦମଦାର ଫିଚର ସାଙ୍ଗକୁ ରହିଛି ଆକର୍ଷଣୀୟ ଲୁକ୍‌ । ଏହା ବ୍ୟତିତ ୫୦ମେଗା ପିକ୍ସେଲ ରିୟର୍ କ୍ୟାମେରା ଓ ୫୦୦୦…