Below header
Browsing Tag

record on cooking

କୁନି ଝିଅର କମାଲ, ମାତ୍ର ୫୮ ମିନିଟ ଭିତରେ ତିଆରି କଲେ ୪୬ ପ୍ରକାରର ଖାଦ୍ୟ

ତାମିଲ ନାଡ଼ୁ ରାଜଧାନୀ ଚେନ୍ନାଇର ଏକ ୬ ବର୍ଷର ଝିଅ ନାଁରେ ହୋଇଛି ଏକ ବିରଳ ବିଶ୍ୱ ରେକର୍ଡ । ମାତ୍ର ୫୮ମିନିଟ ଭିତରେ ୪୬ଟି ଆଇଟମ ପ୍ରସ୍ତୁତ କରି "ୟୁନିକୋ ବୁକ ଅଫ ବିଶ୍ବ ରେକର୍ଡ"ରେ ସ୍ଥାନ ପାଇଛନ୍ତି । ନିଜର ଏହି ବିରଳ ରେକର୍ଡକୁ ନେଇ ଖୁବ ଖୁସି ଓ ଗର୍ବିତ ଥିବା କହିଛି ଏହି କୁନି ଝିଅ…