Below header
Browsing Tag

recovered

ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ଧରି ଥିଲେ ନିଖୋଜ

ଜଳେଶ୍ବର (କେନ୍ୟୁଜ); ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡମନ୍ଦାରୁଣୀ ଗ୍ରାମର ଚନ୍ଦନ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ଜାନକୀ ଗୋଚ୍ଛାୟତ ବୋଲି ଜଣାପଡିଛି। ସୂଚନା ଅନୁସାରେ ଜାନକୀ ଦୁଇ ଦିନ ପୂର୍ବରୁ ଘରୁ କେଉଁ ଆଡକୁ ଚାଲି ଯାଇଥିଲେ। ପରିବାର ଲୋକେ ବହୂ…

ମିଳିଲା ନିଖୋଜ ଯୁବକଙ୍କ ମୃତଦେହ, ପୋଲ ଉପରେ ବସି ମୋବାଇଲ ଦେଖୁଥିବା ସମୟରେ ଖସିପଡିଥିଲେ

ଯାଜପୁର( କେନ୍ୟୁଜ): ୮ ଘଣ୍ଟାର ଅପରେସନ ପରେ ବ୍ରାହ୍ମଣୀ ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ପୋଲ ଉପରେ ବସି ମୋବାଇଲ ଫୋନ ଦେଖୁଥିବା ସମୟରେ ନଦୀକୁ ଖସିପଡ଼ିଥିଲେ ଯାଜପୁର ଜିଲ୍ଲା ବରୀ ଧାରପୁର ଅଞ୍ଚଳର ଯୁବକ ସୌମ୍ୟ ରଞ୍ଜନ ଦାସ। ସୌମ୍ୟ ହଳଦୀବସନ୍ତ ଠାରେ ଥିବା ମାମୁ ଘରେ ରହୁଥିଲେ ।…

ମହାନଦୀ କୂଳରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ, ମିଳିନି ପରିଚୟ

ଆଠଗଡ଼ (କେନ୍ୟୁଜ): ମହାନଦୀ କୂଳରୁ ଉଦ୍ଧାର ହୋଇଛି ଜଣେ ଯୁବତୀଙ୍କ ମୃତଦେହ। ମୁଣ୍ଡଳୀ ବ୍ରିଜ ଠାରୁ ୨ କିମି ଦୂର ଆଠଗଡ଼ ଖୁଣ୍ଟୁଣୀ ଥାନା ଅନନ୍ତପୁର ଗାଁ ପାଖ ମହାନଦୀ କୂଳରେ ମୃତଦେହ ଭାସୁଥିବାର ଦେଖି ଅଗ୍ନୀଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯଇଛି। ଘଟଣାସ୍ଥଳରେ ଖୁଣ୍ଟୁଣୀ ଥାନା ପୋଲିସ ପହଞ୍ଚି…

ଗଛରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

ପାଟଣାଗଡ (କେନ୍ୟୁଜ): କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ଗଙ୍ଗାସାଗର ଗ୍ରାମ ନିକଟରୁ ଏକ ଗଛରୁ ଝୁଲନ୍ତା ମୃତଦେ ଠାବ। ମୃତ ଯୁବତୀ ଜଣକ ଦେଓଗାଁ ଥାନା ଡୁମେରପିଟାର ରଞ୍ଜୁ ଦଣ୍ଡସେନା ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଏକ ସ୍କୁଟି ଥିବାରୁ ସ୍କୁଟିରେ ଆସି ଆତ୍ମହତ୍ୟା କରିଥିବା ସନ୍ଦେହ…

ରାଜଧାନୀରେ ଚାଞ୍ଚଲ୍ୟ : ବନ୍ଦ ଘରୁ ଉଦ୍ଧାର ହେଲା ବୃଦ୍ଧାଙ୍କ ଗଳିତ ମୃତଦେହ

ଭୁବନେଶ୍ୱର (କେନ୍ୟୁଜ): ବନ୍ଦ ଘରେ ବୃଦ୍ଧାଙ୍କ ମୃତଦେହ । ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଥାନା N2 ସ୍ଥିତ ଏକ ଆପାର୍ଟମେଣ୍ଟରୁ ମିଳିଛି ଗଳିତ ମୃତଦେହ । ମୃତକଙ୍କ ନାଁ ରାଜଶ୍ରୀ ପରିଡା ଓ ବୟସ ୭୫ ବର୍ଷ। କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ତାଙ୍କୁ ହତ୍ୟା…

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମା’

ଭଞ୍ଜନଗର (କେନ୍ୟୁଜ): ଗଛରେ ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ପାଣା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ଜଣକ ସେହି ଗାଁ ର ଦେବରାଜ ଓରଫ୍ ନରୋତ୍ତମ ପୋଲାଇ । କୌଣସି କାମରେ ବାହାରକୁ ଯାଇ , ଗତ ରାତିରୁ ଘରକୁ…