Browsing Tag

reels

ଚଳନ୍ତା ବାଇକରେ ଠିଆ ହୋଇ ଷ୍ଟଣ୍ଟ କଲେ ଯୁବକ, ପୋଲିସ୍‌ ଗ୍ରହଣ କଲା ଦୃଢ଼ କାର୍ଯ୍ୟାନୁଷ୍ଠାନ

ସୋସିଆଲ ମିଡିଆର କ୍ରେଜ୍‌ ଆଜିର ଯୁବପିଢ଼ିଙ୍କୁ ପାଗଳ କରିଛି । ରିଲ୍ସ କରି କେମିତି ଲାଇକ୍‌ ଓ ସବସ୍କ୍ରାଇବର୍ସ ବଢ଼ାଇବେ ସେହି ଚିନ୍ତାରେ ଯୁବପିଢ଼ିଙ୍କୁ ଭୋକଶୋଷ ହେଉନି । ସାମାନ୍ୟ ଲାଇକ୍‌ ଓ ଫୋଲୋଅର୍ସ ପାଇଁ ନିଜ ଜୀବନକୁ ବିପଦରେ ପକାଉଛନ୍ତି ଯୁବପିଢ଼ି । ସମାନଭାବେ ଜଣେ ଯୁବକ ବାଇକ୍‌ ଉପରେ…

ରିଲ୍ସ କରୁଛନ୍ତି କି ? ଯଦି ଆପଣ ରିଲ୍ସ କରିବାକୁ ପସନ୍ଦ କରୁଥିବେ, ଥରେ ପଢ଼ନ୍ତୁ…

ବର୍ତ୍ତମାନ ଯେଉଁଠି ଦେଖିବ ସେଇଠି ରିଲ୍ସର କ୍ରେଜ୍‌ ଦେଖିବାକୁ ମିଳିିଛି । ରିଲ୍ସ ନିଶାରେ ବାଇୟା ହେଉଛନ୍ତି ଆଜିକାଲିର ଯୁବପିଢ଼ି । ରିଲ୍ସ କରିବା ପାଇଁ କିଛି ବି କରିବାକୁ ପଛାଉନାହାଁନ୍ତି ଏଇ ପିଲାମାନେ । ଟିକିଏ, ଫେମସ୍‌ ହେବା ପାଇଁ ନିଜ ଜୀବନକୁ ବି ଖାତିର୍‌ କରୁନାହାଁନ୍ତି । ସବୁବେଳେ…

ଜୀବନ ନେଲା ରିଲ୍ସ ନିଶା, ୧୦୦ ଫୁଟ ଉଚ୍ଚରୁ ପାଣିକୁ ଡେଇଁ ଯୁବକ ମୃତ

ଜୀବନ ନେଲା ରିଲ୍ସ ନିଶା । ଇନଷ୍ଟାଗ୍ରାମ ରିଲ୍ସ କରିବାକୁ ଜଣେ ଯୁବକ ୧୦୦ ଫୁଟ ଉଚ୍ଚରୁ ପାଣିକୁ ଡେଇଁଲେ । କିନ୍ତୁ ପାଣିରେ ପଡ଼ିବା ପରେ ମାତ୍ର କେଇଫୁଟ ପହଁରି ନିୟନ୍ତ୍ରଣ ହରାଇ ବୁଡ଼ି ଗଲେ । ପରେ ପାଣି ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣା ଘଟିଛି ଝାଡ଼ଖଣ୍ଡ ସାହିବଗଞ୍ଜ ଜିଲ୍ଲାରେ…

ରିଲ୍ସ କରିବା ଚକ୍କରରେ ଗଙ୍ଗାରେ ବୁଡ଼ିଲେ ୬, ଦୁଇ ଉଦ୍ଧାର ୪ ନିଖୋଜ

ରିଲ୍ସର ନିଶା ଏବେ ଯୁବପିଢ଼ିଙ୍କ ନିକଟରେ ଅଧିକ ଦେଖିବାକୁ ମିଳୁଛି । ରିଲ୍ସ କରିବା ସମୟରେ ଲୋକମାନେ ଭଲ ସ୍ଥାନ ବାଛନ୍ତି । କିନ୍ତୁ ବେଳେବେଳେ ଲୋକମାନେ ରିଲ୍ସ କରିବା ପାଇଁ ଏମିତି ସ୍ଥାନ ବାଛନ୍ତି, ଯାହା ସେମାନଙ୍କ ପାଇଁ ଦୁର୍ଘଟଣାର କାରଣ ପାଲଟେ । ଏମିତି ଦୁର୍ଘଟଣାର ଖବର ଅନେକ ଥର…

ବାୟା କଲା ରିଲ୍ସ ନିଶା : ଗଛ ଉପରେ ଚଢି ଡ୍ୟାନ୍ସ କଲେ ମହିଳା

ଏବେ ଚାଲିଛି ରିଲ୍ସ ଯୁଗ । ଏହି ରିଲ୍ସ ଯୁଗରେ, ଲୋକମାନେ କିଛିବି କରିବାକୁ ପ୍ରସ୍ତୁତ । ସାଧାରଣରେ ଦୃଷ୍ଟି ଆକର୍ଷଣ କରିବାକୁ ସବୁବେଳେ କିଛି ନା କିଛି କରୁଥାନ୍ତି । ପ୍ରାୟତଃ ଏହିପରି ଭିଡିଓ ଗୁଡିକ ସୋସିଆଲ ମିଡିଆରେ ପ୍ରତିଦିନ ଦେଖିବାକୁ ମିଳିଥାଏ । ଯେଉଁ ଭିଡିଓ ଗୁଡିକ ଭିତରୁ କିଛି…

ନାଲି ସାଢ଼ୀ ପିନ୍ଧି ରେଲଓ୍ଵ ଷ୍ଟେସନ୍‌ରେ ନାଚୁଥିଲେ ଯୁବତୀ, ପରେ ତାଙ୍କ ସହ ଯାହା ହେଲା…ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲୋକମାନେ ଇନଷ୍ଟାଗ୍ରାମରେ ରିଲ୍ ତିଆରି କରିବାକୁ କିଛି ବି କରନ୍ତି । କେହି କେହି ବଣୁଆ ଜନ୍ତୁ ସହ ସେଲଫି ଉଠାଇ ଥାଆନ୍ତି ତ କେହି ଗାଈ ଗୋବର ସହିତ ସେଲଫି ନିଅନ୍ତି । ବେଳେବେଳେ ଲୋକମାନେ ସେମାନଙ୍କର ରିଲ୍ସ ପାଇଁ ଟ୍ରେନ୍ ଏବଂ ମେଟ୍ରୋ ଛାଡନ୍ତି ନାହିଁ ସବୁ ସୀମା ଲଘିଂ ଯାଆନ୍ତି । ଆଜିକାଲି…