Browsing Tag

relation closed

ବଢୁଛି ପାକିସ୍ତାନର ଟେନ୍‌ସନ୍‌, ୩୭୦ ଧାରା ଉଛେଦ ପରେ ଭାରତ ସହ ସଂପର୍କ କଲା ଛିନ୍ନ

୩୭୦ ଧାରା ଉଛେଦ ପରେ ଭାରତ ସହ ସଂପର୍କ ଛିନ୍ନ କଲା ପାକିସ୍ତାନ । ପାକିସ୍ତାନରେ ଅବସ୍ଥାପିତ ଭାରତର ରାଷ୍ଟଦୂତଙ୍କୁ ବହିଷ୍କାର କରିବା ସହ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସଂପର୍କ ଛିନ୍ନ କରିଛି। ଜମ୍ମୁ-କାଶ୍ମୀର ସଂପର୍କିତ ଭାରତର ଘୋଷଣା ପରେ ପାକିସ୍ତାନର ଟେନ୍‌ସନ୍‌ ବଢି ଚାଲିଛି ।…