କ’ଣ ପାଇଁ ହୁଏ ହାକୁଟି ? ରୋକିବା ପାଇଁ ଆପଣାନ୍ତୁ ଏହି ଟ୍ରିକ୍ସ
ଆପଣଙ୍କୁ ନିଶ୍ଚିତ ଭାବେ ହାକୁଟି କେବେ ବା କେବେ ହୋଇଥିବ। ଆଉ ଏମିତି ହେବା ସମୟରେ ଆପଣଙ୍କୁ କିଏ ନିଜ ଲୋକ ମନେ ପକାନ୍ତି ବୋଲି ମଧ୍ୟ ଆପଣ ନିଶ୍ଚିତ ଶୁଣିଥିବେ। କିନ୍ତୁ ହାକୁଟି ହେବାର ବୈଜ୍ଞାନିକ କାରଣ କ’ଣ ରହିଛି ହୁଏତ ଆପଣ ଜାଣିନଥିବେ। ହାକୁଟି ହେବାର କାରଣ ଓ ଏହାକୁ କେମିତି ରୋକିବେ…