Browsing Tag

reservation category supreme court o

ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀ ଯଦି ମେରିଟ୍‌ରେ ଆସନ୍ତି ତେବେ ସେମାନଙ୍କୁ ଜେନେରାଲ ଶ୍ରେଣୀରେ ନିଆଯିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ସୁପ୍ରିମକୋର୍ଟ ତାଙ୍କର ଏକ ରାୟରେ କହିଛନ୍ତି ଯେ ରିଜର୍ଭ କାଟେଗୋରିର ପ୍ରାର୍ଥୀ ଯଦି ମେରିଟ୍‌ ଲିଷ୍ଟରେ ଆସିଲେ ତାଙ୍କୁ ରିଜର୍ଭ କାଟେଗୋରିରେ ସିଲେକସନ୍‌ କରାନଯାଇ ଜେନେରାଲ କାଟେଗୋରିରେ ସିଲେକସନ୍‌ କରାଯିବ । ଜଷ୍ଟିସ ସଂଜୟ କିସାନ କାଉଲ, ଦିନେଶ ମାହେଶ୍ୱରୀ ଓ ହୃଷିକେଶ…