Below header
Browsing Tag

restaurant customers

ରେସ୍ତୋରାଁରେ ଗ୍ରାହକ ହେଲେ ସନ୍ତୁଷ୍ଟ, ୨୭୫୦ ଟଙ୍କା ବିଲରେ ଦେଲେ ୧୨ ଲକ୍ଷ ଟଙ୍କାର ବକ୍ସିସ

ହୋଟେଲ ବା ରେସ୍ତୋରାଁରେ ସମସ୍ତେ ପ୍ରାୟ ଖାଇବାକୁ ପସନ୍ଦ କରିଥାନ୍ତି । କିଛି ଜଣ ଖାଇବାରେ ସନ୍ତୁଷ୍ଟ ହୋଇ କର୍ମଚାରୀଙ୍କୁ ବକ୍ସିସ ଦେଇଥାନ୍ତି ।  କିନ୍ତୁ ଏହା ସବୁବେଳେ ଖାଇବାର ବିଲଠୁ କମ ହୋଇଥାଏ । କିନ୍ତୁ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ଏହି ରେସ୍ତୋରାଁରେ ଗ୍ରାହକ ମାନଙ୍କୁ ପିଇବାକୁ ଦିଆଯାଇଥାଏ ଟଇଲେଟର ପାଣି

ଯଦି ଆପଣଙ୍କୁ କେହି କୁହେ ଟଇଲେଟର ପାଣି ପିଇବାକୁ କହେ ତାହେଲେ ପ୍ରଥମତଃ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ବିଶ୍ଵରେ ଏକ ଏପରି ରେସ୍ତୋରାଁ ରହିଛି ଯେଉଁଠି ଗ୍ରାହକମାନଙ୍କୁ ଟଇଲେଟର ପାଣି ପିଇବାକୁ ଦିଆଯାଇଥାଏ । ଗଷ୍ଟ ୟୁକ୍ସ ନାମକ ଏହି ରେସ୍ତୋରାଁ ବେଲଜିୟମରେ ଅବସ୍ଥିତ ।…