ଅଟା ସରିଯାଇଛି କି ତେବେ ଚାଉଳ ଗୁଣ୍ଡରେ ବନାନ୍ତୁ ଟେଷ୍ଟି ରୁଟି, ଡିନରକୁ କରନ୍ତୁ ସ୍ପେଶାଲ
ଆବଶ୍ୟକ ସାମଗ୍ରୀ
ଏକ କପ୍ ଚାଉଳ ଗୁଣ୍ଡ
୧୧/୨ ପାଣି
୨ ଚାମଚ ତେଲ
ପ୍ରସ୍ତୁତି ପ୍ରଣାଳୀ
ଚାଉଳ ଗୁଣ୍ଡରେ ରୁଟି ବନାଇବା ପାଇଁ ପ୍ରଥମେ ମିଡିୟମ୍ ଆଞ୍ଚରେ ଏକ ପ୍ୟାନ୍ ବସାନ୍ତୁ ଏବଂ ସେଥିରେ ପାଣି ଗରମ କରନ୍ତୁ।
ଯେତେବେଳେ ପାଣି ଗରମ ହୋଇଯିବ ସେତେବେଳେ ଏଥିରେ ତେଲ ପକାଇ…