Below header
Browsing Tag

rifle

ବନ୍ଧୁକ ଧରି ଗୁଳି ଚଳାଇଲେ ମୋଦି, ଦେଖନ୍ତୁ କେମିତି ଭିନ୍ନ ଅନ୍ଦାଜରେ ନଜର ଆସିଲେ ପ୍ରଧାନମନ୍ତ୍ରୀ 

ଲକ୍ଷ୍ନୌରେ  ଚାଲିଥିବା ଡିଫେନ୍ସ ଏକ୍ସପୋରେ ବନ୍ଧୁକ ଚାଳନା କଲେ ମୋଦି। ସେନାରେ ବ୍ୟବହୃତ ହେଉଥିବା ଅତ୍ୟାଧୁନିକ ବନ୍ଧୁକ ଦ୍ବାରା ନିଜର ଲକ୍ଷ୍ୟଭେଦକୁ ପରୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବନ୍ଧୁକ ଧରି ଭର୍ଚୁଆଲ ଟଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ଗୁଳି ଚାଳନା କରିଥିବାର ଜଣା…

ରିସେପ୍ସନ ପାର୍ଟିରେ ବନ୍ଧୁକ ଧରି ଛିଡା ହେଲେ ବର କନ୍ୟା, ଜାଣନ୍ତୁ ପ୍ରକୃତ କାରଣ

ନିଜ ବାହାଘର ରୀସେପ୍ସନରେ ସମସ୍ତେ ଫୁଲ ତୋଡ଼ା ବା ଅନ୍ୟ କିଛି ଉପହାର ଜିନିଷ ଧରି ଛିଡା ହୁଅନ୍ତି । ଅତିଥି ମାନଙ୍କୁ ସ୍ୱାଗତ କରିବା ପାଇଁ ବହୁ ଦମ୍ପତି ଅନ୍ୟ କିଛି ଉପାୟ ମଧ୍ୟ ଆପଣେଇ ଥାନ୍ତି । କିନ୍ତୁ ନିଜ ବାହାଘର ମଣ୍ଡପରେ ଯେ ଦମ୍ପତି ବନ୍ଧୁକ ଧରି ଛିଡା ହେବା ଦେଖି ଯେ କେହି ନିଶ୍ଚିତ…