ବନ୍ଧୁକ ଧରି ଗୁଳି ଚଳାଇଲେ ମୋଦି, ଦେଖନ୍ତୁ କେମିତି ଭିନ୍ନ ଅନ୍ଦାଜରେ ନଜର ଆସିଲେ ପ୍ରଧାନମନ୍ତ୍ରୀ 

ଲକ୍ଷ୍ନୌରେ  ଚାଲିଥିବା ଡିଫେନ୍ସ ଏକ୍ସପୋରେ ବନ୍ଧୁକ ଚାଳନା କଲେ ମୋଦି। ସେନାରେ ବ୍ୟବହୃତ ହେଉଥିବା ଅତ୍ୟାଧୁନିକ ବନ୍ଧୁକ ଦ୍ବାରା ନିଜର ଲକ୍ଷ୍ୟଭେଦକୁ ପରୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବନ୍ଧୁକ ଧରି ଭର୍ଚୁଆଲ ଟଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ଗୁଳି ଚାଳନା କରିଥିବାର ଜଣା ପଡିଥିଲା।

Image result for pm modi taking rifle in defence expo"

ଭର୍ଚୁଆଲ ସୁଟ ଏକ ଏମିତି ବୌଜ୍ଞାନିକ କରାମତି ଯାହା ବିନା ଗୁଳି ନଷ୍ଟରେ ଲକ୍ଷ୍ୟ କରି ସୁଟ କରିହେବ ଓ ନିଜର କ୍ଷମତା ମଧ୍ୟ ଯାଞ୍ଚ କରିହେବ। ସୈନିକଙ୍କ ପାଇଁ ଏହି ଟ୍ରେନିଂ ବହୁତ ଗୁରୁତ୍ବ ହୋଇଥାଏ।


ବିଶେଷଜ୍ଞଙ୍କ କହିବା କଥା ହେଲା ପିଏମ ଯେଉଁଠାରେ ଉପସ୍ଥିତ ଥିଲେ ସେଠାରେ ଭର୍ଚୁଆଲ  ସୁଟିଙ୍ଗ ରେଞ୍ଜ ଥିଲା। ଭର୍ଚୁଆଲ ଟ୍ରେନିଂ ରେଞ୍ଜରେ ଲକ୍ଷଭେଦ ବା ସୈନିକ ଯୁଦ୍ଧକୁ ନଯାଇ ଯୁଦ୍ଧ ଭଳି ଅନୁଭବ କରିପାରିବେ ଓ  ନିଜର ଯୁଦ୍ଧ  କୌଶଳର ଆକଳନ କରିପାରିବେ।ଏକ ରୋମାଞ୍ଚକ ଅନୁଭବରେ ପ୍ରଧାନମନ୍ତ୍ରୀ ଏଠାରେ ନିଜହାତରେ ରାଇଫଲ ଧରିଥିଲେ ଓ ଲକ୍ଷ୍ୟଭେଦ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.