Below header
Browsing Tag

rishi passes away with his last wish

ଋଷି କପୁରଙ୍କ ଶେଷ ଇଚ୍ଛା ରହିଗଲା ଅଧୁରା, ପୂରଣ ହୋଇପାରିଲାନି ତାଙ୍କର ଏହି ଇଚ୍ଛା

ମୁମ୍ବାଇ : ବଲିଉଡ୍‌ରେ ନିଜର ଦମ୍‌ଦାର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଋଷି କପୁର ଗୁରୁବାର ଦୁନିଆକୁ ଅଲ୍‌ବିଦା କରି ଚାଲିଗଲେ । ଋଷି କପୁରଙ୍କ ଅଚାନକ ଏମିତି ଚାଲିଯିବା ଯୋଗୁଁ ଫିଲ୍ମ ଜଗତ ନିରବ-ନିଶବ୍ଦ ହୋଇଯାଇଛି । ଶୋକାକୁଳ ପରିବେଶରେ ଛାଡ଼ି ଯାଇଛନ୍ତି ତାଙ୍କର ଅଗଣିତ ପ୍ରଶଂସକ…