Below header
Browsing Tag

river wall collapse

ସପ୍ତାହରେ ଦୁଇ ଦୁଇ ଥର ବୈତରଣୀ ନଦୀ ବନ୍ଧ ଧସିଲାଣି, ଲୋକେ ମଧ୍ୟରେ ଛନକା

ଯାଜପୁର(କେନ୍ୟୁଜ୍): ପୁଣି ଧସିଲା ବୈତରଣୀ ନଦୀବନ୍ଧ। ବିପଦରେ ନଦୀ କୁଳିଆ ଲୋକ। ଗତ ସପ୍ତାହେ ଭିତରେ ଦୁଇ ଦୁଇ ଥର ଧସିଲାଣି।ନଦୀ ବନ୍ଧ। ଜଳ ସମ୍ପଦ ବିଭାଗ ର ଦାୟିତ୍ଵ ହୀନତା କୁ ଲୋକେ ଦାୟୀ କରିଥିବା ବେଳେ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ପୂର୍ବରୁ ଦତ୍ତପୁର ଠାରେ ୧୦୦…

କଟକ: ନିଶ୍ଚିନ୍ତକୋଇଲି ପିଂପୁର ମହାନଦୀର ଧସିଲା ବନ୍ଧ, ଆତଙ୍କିତ ଅଞ୍ଚଳବାସୀ

ମାହାଙ୍ଗା(କେନ୍ୟୁଜ୍):  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପିଂପୁର ମହାନଦୀର ଧସିଲା ବନ୍ଧ।  ପାଖାପାଖି ୧୨ ଫୁଟ ଉଚ୍ଚରୁ ଉର୍ଦ୍ଧ୍ବ ମାଟି ଅତଡା ଧସିଯାଇଛି। ବନ୍ଧକୁ ଯୁଦ୍ଧ କାଳୀନ ଭିତ୍ତିରେ  ମରାମତି କରିବା ପାଇଁ ଏସଡିଓ ଓ ଜେଇ ରହି କାର୍ଯ୍ୟର ତଦାରଖ କରୁଛନ୍ତି। ପାଖାପାଖି ୨୦୦ ଶ୍ରମିକ…