Browsing Tag

roads on odia names in mumbai

ମହାରାଷ୍ଟ୍ରର ମୁମ୍ବାଇରେ ଓଡ଼ିଆ ମାନଙ୍କ ରାଜ, ଓଡ଼ିଆ ରାସ୍ତା ସହ ରହିଛି ଓଡ଼ିଆ ସ୍କୁଲ

ଦେଶର ଅନ୍ୟ ରାଜ୍ୟ ପରି ମହାରାଷ୍ଟ୍ରରେ ବି କିଛି କମ୍‌ ଓଡିଆ ନାହାନ୍ତି । କେବଳ ମୁମ୍ବାଇ କଥା ଯଦି ନେବା ତାହାଲେ ଏଠାରେ ଅଛନ୍ତି ପ୍ରାୟ ୧୦ ଲକ୍ଷ ଓଡିଆ । ସେହିପରି ଓଡ଼ିଶାର ବିଭିନ୍ନ ରାସ୍ତାର ନାମକରଣ ପରି ଏଠି ବି ଓଡ଼ିଆ ବୀର , ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଆ ଭଗବାନଙ୍କ ନାଁରେ ରାସ୍ତାକୁ…